ପରୀକ୍ଷା

COVID-19 ପରୀକ୍ଷା ପାଇଁ ସରକାରୀ ଅନୁମୋଦିତ ଲ୍ୟାବ ଗୁଡିକର ତାଲିକା |

ସନ୍ଦେହଜନକ କରୋନାଭାଇରସ୍ ରୋଗ (କୋଭିଡ୍ -19) ର ନମୁନା ପରୀକ୍ଷା ପାଇଁ କେନ୍ଦ୍ର ସରକାର, ସରକାରୀ ଲାବୋରେଟୋରୀଗୁଡିକର ନେଟୱାର୍କକୁ 139 କୁ ବୃଦ୍ଧି କରିଛନ୍ତି ଏବଂ ନମୁନା ସଂଗ୍ରହ ପାଇଁ 3 ଟି ଲାବୋରେଟୋରୀକୁ ଅନୁମୋଦନ କରିଛନ୍ତି। ଏଥିସହ, କୋଭିଡ -19 ପରୀକ୍ଷା କରିବା ପାଇଁ ଅତିରିକ୍ତ 65 ଲାବୋରେଟୋରୀକୁ ଅନୁମୋଦନ କରାଯାଇଥିଲା |

ଏଥିସହ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ,  COIVD-19 ପାଇଁ ପରୀକ୍ଷା ପାଇଁ ଯୋଗ୍ୟ ଛ’ଟି ସରକାରୀ ଲାବୋରେଟୋରୀ ନିର୍ଧାରିତ କରିଛି | ଏହି ଲ୍ୟାବଗୁଡିକ ଆଇସିଏମଆର ର ବିନା ସାହାଯ୍ୟ ରେ, ଅର୍ଥାତ ଆଇସିଏମଆର ଏହି ଲ୍ୟାବଗୁଡ଼ିକୁ ଡାଇଗ୍ନୋଷ୍ଟିକ୍ କିଟ୍ / ରିଜେଣ୍ଟସ୍ ଯୋଗାଇବ ନାହିଁ ଏବଂ ସଂପୃକ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଲ୍ୟାବଗୁଡିକ ପରୀକ୍ଷା ଆରମ୍ଭ କରିପାରିବେ |

ଆପଣ ମାନଚିତ୍ରରେ ଥିବା ପିନ୍ ପଏଣ୍ଟ ଉପରେ କ୍ଲିକ୍ କରି, ନମୁନା ସଂଗ୍ରହ ସହିତ COVID-19 ପାଇଁ ପରୀକ୍ଷା କରିପାରୁଥିବା ସମସ୍ତ କେନ୍ଦ୍ରଗୁଡିକର ସବିଶେଷ ତଥ୍ୟ ପାଇପାରିବେ |